Sunday, April 28, 2024

Month: July 2018

Uncategorized

ଅଭିମନ୍ୟୁ…….୭……ଦ୍ରୋଣଙ୍କୁ ଦୋଷାରୋପ…………………………ଦ୍ବାଦଶ ଦିବସ ରଣେ ଭଗଦତ୍ତ ବୀର,ଧନଞ୍ଜୟ ହସ୍ତେ ଗଲେ ଶମନ ମନ୍ଦିର।ଶୁଷ୍କ ବାଲୁକାରେ ମୀନ ଯେହ୍ନେ ଛଟପଟ,ସେହିପରି ସନ୍ତାପିତ ଧୃତରାଷ୍ଟ୍ର ଚାଟ।ବିନିଦ୍ର ରଜନୀ ଅନ୍ତେ କୁରୁ

Read More
Uncategorized

ଅଭିମନ୍ୟୁ……..୮……ସଂଶପ୍ତକ ରଣ………………….ଦ୍ରୋଣ ଦୁର୍ଯ୍ୟୋଧନ ହେଉଁ କଥୋପ କଥନ,ପାଞ୍ଚଜନ୍ୟ ନାଦେ କମ୍ପେ କୁରୁ ରଣାଙ୍ଗନ।ଦୁନ୍ଦୁଭି ନାଦରେ ଦମକିଲା ମେଘମାଳା,ତା ସଙ୍ଗେ ବୀର ବାଇଦ ଅନେକ ବାଜିଲା।ଭୀମସେନ ବଜାଇଲେ ପୌଣ୍ଡ୍ର*

Read More
Uncategorized

ଅଭିମନ୍ୟୁ…….୯……ଗୁରୁଙ୍କ ଚକ୍ରବ୍ୟୁହ……………………..ଏଣେ ଧନଞ୍ଜୟ ଅନୁପସ୍ଥିତିରେମହାଦର୍ପେ କୁରୁ ବଳ,ଗୁରୁଙ୍କର ଚକ୍ରବ୍ୟୁହ ମଧ୍ୟେ ରହିକରନ୍ତି ରଣ କରାଳ।ପଦ୍ମବନ ହସ୍ତୀ ଦିଏ ଯଥା ଦଳି,ଦ୍ରୋଣାଚାର୍ଯ୍ୟ ସେହିପରି,ଧ୍ବଂସ କରୁଛନ୍ତି ପାଣ୍ଡବ ବାହିନୀ,ଅପ୍ରମିତ ଶକ୍ତିଧାରୀ।ଯୁଧିଷ୍ଠିର,ଭୀମ,ସାତ୍ୟକି,ଦ୍ରୁପଦ,ଘଟୋତ୍କଚ

Read More
Uncategorized

ଅଭିମନ୍ୟୁ…….୧୦…….ଚକ୍ରବ୍ୟୁହରେ ବୀରପୁତ୍ର…………………………..ଜ୍ୟେଷ୍ଠତାତ ଆଜ୍ଞା ପାଇ ଅଭିମନ୍ୟୁ କହେ ସାରଥିକୁ ଚାହିଁ,ଚଳାଅ ସୁମିତ୍ର*ଶୀଘ୍ର ମୋର ରଥ ଯହିଁ ଦ୍ରୋଣ ଛନ୍ତି ରହି।ସୁମିତ୍ର ବୋଲଇ “ଚକ୍ରରେ ଘୋଡାଇ ରଖନ୍ତୁ ତୁମ୍ଭକୁ

Read More
Uncategorized

ଅଭିମନ୍ୟୁ…….୧୧…..ବ୍ୟୁହମଧ୍ୟେ ଏକା ଅଭିମନ୍ୟୁ……………………………….ବିଜୟ ଦର୍ପରେ ଚକ୍ରବ୍ୟୁହ ଧ୍ବଂସ କରେ ଅଭିମନ୍ୟୁ ବୀର,କୌରବ ବାହିନୀ ମଧ୍ୟେ ପଡିଗଲା ଭୟଙ୍କର ହାହାକାର।ପଛରେ ଅଛନ୍ତି ଭୀମ,ଧୃଷ୍ଟଦ୍ୟୁମ୍ନ,ସାତ୍ୟକି,ବିରାଟ ରାଜା,ବ୍ୟୁହ ଧ୍ବଂସକରି ଚାଲେ ଅଭିମନ୍ୟୁ

Read More
Uncategorized

ଅଭିମନ୍ୟୁ…….୧୨……ଅଧର୍ମ ଯୁଦ୍ଧ…………….ବୋଇଲେ ଆଚାର୍ଯ୍ୟ “ମନୁ ଈର୍ଷା ତେଜଆହେ କୁରୁ ଯୁବରାଜ,ଛାଡ ବାକ୍ୟବାଣ, ତା ସହିତେ ରଣଜିଣିଲେ ବଞ୍ଚିବ ଲାଜ।”“ଧର୍ମଯୁଦ୍ଧେ ତାକୁ ଜିଣି ପାରିବାନି”ବୋଲି କହେ କୁରୁରାଣ,ଆସ ଆସ

Read More
Uncategorized

ଅଭିମନ୍ୟୁ……..୧୩……ଶେଷ ଅଙ୍କ……………..ଭୀମ ନପାରନ୍ତି ଚଳି,ଜୟଦ୍ରଥ ଓଗାଳିଛି ବ୍ୟୁହ ଦ୍ବାର,ସଂଶପ୍ତକ ରଣେ ପାର୍ଥ ମଗ୍ନ ତେଣେ ,ତିଳେ ନାହିଁ ଅବସର।ବିଛିନ୍ନ ପାଣ୍ଡବ ବାହିନୀ, ଏକାକି ଚକ୍ରବ୍ୟୁହେ ଅଭିମନ୍ୟୁ,ଗର୍ଜେ ସିଂହଶିଶୁ

Read More
Uncategorized

ସ୍ବୟମ୍ବର…………..“ସାମନ୍ତ ସ୍ମରଣେ” ଓ “ଅଭିମନ୍ୟୁ” ର ଧାରାବାହିକ ପରିବେଷଣ ସମୟରେ,ପାଠକୀୟ ଆଦୃତି ଓ ଆଗ୍ରହରେ ମୁଁ ବାସ୍ତବିକ୍ ଅଭିଭୁତ।ଏ ପ୍ରୟାସ ଜାରି ରଖିବା ପାଇଁ ,କେତେକ ଶ୍ରଦ୍ଧେୟ

Read More
Uncategorized

ସ୍ବୟମ୍ବର…………ପ୍ରଥମ ସର୍ଗ……..୨…..ଦ୍ରୋଣ-ଦ୍ରୁପଦ ଉପାଖ୍ଯାନ……………………….ଚିନ୍ତା କରନ୍ତି ଯାଜ୍ଞସେନୀ ଅହର୍ନିଶି ନିରତେ,ପିତାଙ୍କ ପ୍ରତିଜ୍ଞା ପୂରଣ କରାଇବେ କେମନ୍ତେ।ଦ୍ରୋଣଙ୍କ ଠାରୁ ପିତା ପାଇ ଭୀଷଣ ଅପମାନ,ପ୍ରତିଶୋଧ ଅଗ୍ନିରେ ସଦା ଜଳେ ତାଙ୍କରି

Read More
Uncategorized

ସ୍ବୟମ୍ବର……୩…..ଦ୍ରୋଣ-ଦ୍ରୁପଦ କଳହ……………………….ବସିଛନ୍ତି ରାଜ ସଭାରେ ଦ୍ରୁପଦ ନରମଣି,ମଥାରେ ସୁବର୍ଣ୍ଣ ମୁକୁଟ,ଖଚିତ ନାନା ମଣି।ଗହ ଗହ ସଭା କମ୍ପୁଛି,ସେନାପତି,ଅମାତ୍ୟ-ପାରିସଦ ସଙ୍ଗେ ମନ୍ତ୍ରଣା ରତ ପାଞ୍ଚାଳ ନାଥ।ପଡୁଛି ଆଲଟ ଚାମର,ଭାଟେ

Read More