Tuesday, May 7, 2024

Day: July 24, 2018

Uncategorized

ସ୍ବୟମ୍ବର…….୮……ମଗଧରୁ ବିବାହ ପ୍ରସ୍ତାବ……………………………ରାଜ ପ୍ରାସାଦରେ ଚିନ୍ତିତ ମନରେ କୃଷ୍ଣା ଦିନେ ବସିଥିଲେ,ସେ ସମୟେ ଆସି ସଖୀଏ ବୋଇଲା”ଶୁଭ ସଂଧ୍ୟା ଗୋ ସୁଶୀଳେଘରଚିନ୍ତା ଛାଡି ବର ଚିନ୍ତା ଏବେ

Read More
Uncategorized

ସ୍ବୟମ୍ବର……୯……କୃଷ୍ଣ–ଜରାସନ୍ଧ ଉପାଖ୍ୟାନ……………………………….ଜରାସନ୍ଧ ଘରେ ବଧୂ ହେବେ ଭାଳି ପାଞ୍ଚାଳୀ ଗଲେ ଶିହରି,ଶତ ବୃଶ୍ଚିକର ଦଂଶନ ଯନ୍ତ୍ରଣା ହୃଦ,ମନ ଦେଲା ଘାରି।ପିତାଙ୍କ ମୁଖରୁ ଶୁଣିଥିଲେ କୃଷ୍ଣ–ଜରାସନ୍ଧ ଉପାଖ୍ୟାନ,ଗୋଟି ଗୋଟି

Read More
Uncategorized

ସ୍ବୟମ୍ବର…..୧୦….ଦ୍ରୁପଦଙ୍କ ଚିନ୍ତା………………………..ମନ୍ଦିରରୁ ସଂଧ୍ୟା ସାରି ଦ୍ରୁପଦ ନରେଶ,ଫେରୁଥିଲେ,ପଥେ ଦେଖି କୃଷ୍ଣାଙ୍କୁ ବିରସ,ପଚାରିଲେ “କାହିଁକି ମା ମୁଖଚନ୍ଦ୍ର ତୋର,ମଳିନ ପଡିଯାଇଛି ରାଜଜେମା ମୋର?କେଉଁ ଚିନ୍ତା ହୃଦୟେ ମା କରିଛି

Read More
Uncategorized

ସ୍ବୟମ୍ବର….୧୧….କୃଷ୍ଣଙ୍କୁ ଜାମାତା କରିବା କଳ୍ପନା************************ଦେଖି ପିତାଙ୍କର ହୃଦସିନ୍ଧୁ ଉଦ୍ବେଳିତ,କହନ୍ତି କୃଷ୍ଣା “ମୋ କଥା ଥରେ ଶୁଣ ତାତ।ଭାରତ ଭୂଖଣ୍ଡେ ଧର୍ମ ସଂସ୍ଥାପନା ପାଇଁ,ଅବତୀର୍ଣ୍ଣ ହୋଇଛନ୍ତି କୃଷ୍ଣ ଯଦୁ

Read More
Uncategorized

ସ୍ବୟମ୍ବର….୧୨….ଦ୍ରୌପଦୀଙ୍କ ବିବାହ ନେଇ ଆଲୋଚନା*****************************************ଗୁରୁ ସନ୍ଦିପନୀ ପାଶେ ବାର୍ତ୍ତା ପଠିଆଇ,ଡକାଇଲେ ଯାଜ୍ଞସେନ ଆଲୋଚନା ପାଇଁ।ଯୋଗକୁ ସେହି ସମୟେ ପାଞ୍ଚାଳ ଦେଶରେ,ଆସିଥିଲେ ସନ୍ଦିପନୀ ଶିଷ୍ୟ ଗହଣରେ।ଅବନ୍ତିରେ ଅଛି ତାଙ୍କ

Read More
Uncategorized

ସ୍ବୟମ୍ବର……୧୩…..ଦ୍ବାରକାରେ ଆର୍ଯ୍ୟାବର୍ତ୍ତ ଚିନ୍ତା********************ରାଜ ଦରବାରେ ସିଂହାସନେ ବସିଛନ୍ତି ରାଜା ଉଗ୍ରସେନ,ବାମପାଶେ ଗୁରୁ ଗର୍ଗାଚାର୍ଯ୍ୟ,ଆର୍ଯ୍ୟ ଅକୃର ଛନ୍ତି ଆସୀନ।ଦକ୍ଷିଣ ପାର୍ଶ୍ବରେ ବସିଛନ୍ତି ଶୂର ବସୁଦେବ ଧୀରମଣି,ତାଙ୍କସଙ୍ଗେ ଛନ୍ତି ଆସୀନ

Read More
Uncategorized

ସ୍ବୟମ୍ବର…..୧୪….କୃଷ୍ଣ,ସାତ୍ୟକି ଓ ଉଦ୍ଧବଙ୍କର ଆର୍ଯ୍ୟାବର୍ତ୍ତ ଯାତ୍ରା*********************************ଧର୍ମ ସଂସ୍ଥାପନା ପ୍ରସଙ୍ଗରେ ଶକ୍ରାଜିତ ସଙ୍ଗେ ବଳରାମ,ମୁହାଁ ମୁହିଁ ହେବା ଦେଖି ବାସୁଦେବ ଉଠିଲେ ତେଜି ଆସନ।ସୁମଧୁର ବାଣୀ କହି ଦୈବକେୟ

Read More
Uncategorized

ସ୍ବୟମ୍ବର…..୧୫….ପାଞ୍ଚାଳ ରାଜଧାନୀ କାମ୍ପିଲ୍ୟରେ ଶ୍ରୀକୃଷ୍ଣ***************************କାମ୍ପିଲ୍ୟ*ଦିଗରେ ଅଶ୍ବ ଦେଲେ ଝପଟାଇ,କୃଷ୍ଣବାସୁଦେବ ,ସଙ୍ଗେ ସାତ୍ୟକିଙ୍କୁ ନେଇ।ପବନ ସହିତ କଥାହୁଏ ରହୁବର @ସାତ୍ୟକିଙ୍କୁ ଚାହିଁ ପଚାରନ୍ତି ଚକ୍ରଧର।“କାହିଁକି ଚିନ୍ତା ମଗନ କୁହ

Read More
Uncategorized

ସ୍ବୟମ୍ବର…..୧୬….ଶ୍ରୀକୃଷ୍ଣଙ୍କର ବିନମ୍ର ପ୍ରତ୍ୟାଖ୍ୟାନ***********************ବହୁ ପ୍ରତୀକ୍ଷିତ ସମୟର ଆଗମନେ,ହୃଷ୍ଟମନେ ଦ୍ରୁପଦ ଭେଟିଲେ ଜନାର୍ଦ୍ଦନେ।କୃଷ୍ଣଙ୍କର ଅପେକ୍ଷାରେ ଥିଲେ ରାଜେଶ୍ବର,ପହଞ୍ଚି ରାଜାଙ୍କୁ ପ୍ରଣମିଲେ ଚକ୍ରଧର।ଶ୍ବେତଶ୍ମଶ୍ରୁ,ତେଜୋଦୀପ୍ତ ମୁଖ ରାଜାଙ୍କର,ମଥାରେ ଶୋଭେ ଉଜ୍ବଳ କିରୀଟ

Read More
Uncategorized

ସ୍ବୟମ୍ବର…..୧୭…ସ୍ବୟମ୍ବର ଆୟୋଜନ ପାଇଁ ପରାମର୍ଶ*************************ନିରାଶ ହୋଇ କହିଲେ ଦ୍ରୁପଦ ରାଜନ,“କାହିଁପାଇଁ ଗୋବିନ୍ଦ ହେ କର ପ୍ରତ୍ୟାଖ୍ୟାନ?ତୁମ୍ଭେ ଅସମ୍ମତ ହେଲେ ଉପାୟ ମୋ କାହିଁ,ମେଘସନ୍ଧିକୁ*ଜାମାତା ନ କରିବା ପାଇଁ?ଜରାସନ୍ଧ

Read More