Monday, April 29, 2024

Day: September 6, 2018

Uncategorized

ପୁରୁଷୋତ୍ତମ 21 kulamanisarangi.blogspot.com କାଳବଇଶାଖୀ ଘୋର ଝଡଝଂଜା –କାଳ ଛାଡି ଛାଡି ନାହିଁ,ବରଷା ଶୀତଳ ବାରି ଧାର ଧାରଧରିତ୍ରୀରେ ପଡିନାହିଁ । ଏପରି ସମୟେ କାଂଚୀ ଅଭିଯାନେବାହାରିଲେ

Read More
Palli Kabita

ପଲ୍ଲୀ ଗୀତ(ସାହୁକାର ପାଖେ….

ପଲ୍ଲୀଗୀତ 32 ————– ସାହୁକାର ପାଖେ କୋଉକାଳୁଁ ଘର-ବାରି ବନ୍ଧା ପଡିଥେଲା, ଠେଙ୍ଗାବାଡି ଧରି କରି ହୁରିହାରି ବାପାହେ ମୁକୁଳା ହେଲା। ଘର ପୋଷାପୁଅ,ଯିଏ ଗୁଞ୍ଜାରୁଅ ତାକୁ

Read More
Uncategorized

ପଲ୍ଲୀଗୀତ 35——————ଗାଁ ସରପଞ୍ଚ କହିଲା “ଜଗୁନି,ନଖଣ,ଶାମ ପଦିଆ !ନଈ ବନ୍ଧକାମ ହବ ଗୋଟେ ଗୋଟେସଈ * କର ଏଠି ବାଆ। କାମକଲ ବେଲି ବେଙ୍କ୍ ଖାତାରେଯେତେ ଟଙ୍କା

Read More
Uncategorized

ପଲ୍ଲୀଗୀତ 36——————-ନୀଳ ସୁବୁଦ୍ଧିର ବିଗିଡିଚି ମୁଣ୍ଡ,ଚିଲ୍ଲଉଚି ରାଗି ଭୀଷଣ ପ୍ରଚଣ୍ଡ ।ନିଜ ପୁଅକୁ ସେ ଗାଳି ଦଉଥିଲା,” ଶଶୁର ପୁଅଟା କଅଣ ନକଲା !ଦଦାପୁଅ ଭାଇ ଭାରିଜାକୁ

Read More
Uncategorized

ପଲ୍ଲୀକବିତା 37kulamanisarangi.blogspot.com——————ଅକସ୍ମାତ ଦିନେ ଆଗରେ ଦେଖିଲିଜୀବନ୍ତ କଙ୍କାଳଟିଏ,ମୁଣ୍ଡରେ ଥିଲା ତା ଦୁଃଖର ପାହାଡ,ଆଖିରେ ଲୁହ ନଈଏ। ଚମ ଧୁଡୁ ଧୁଡୁ, ଆଖିରେ ନେଂଜେରାଚିରା,ଫଟା,ମଳି ବାସ,ଅଶୀ ବରଷରୁ ଅଧିକ

Read More
Uncategorized

ପଲ୍ଲୀ କବିତା 39 kulamanisarangi.blogspot.com——————–ପୁଅ,ବୋହୂ ମାରୁଥିଲେ ଘୁଙ୍ଗୁଡି,ରାତିଅଧେ କାନ୍ଦେ ମରୁଆ ଖୁଡୀ।“ବିଷ ଟିକେ ମତେ ଦେଇ ଦିଅରେ,ବଡ ଦୁଃଖ ଦିଏ ପିଚା ଘାଆ ରେ।କଇ,ବଇ ମୋର ଦୁଃଖ

Read More
Uncategorized

ଜନ୍ମାଷ୍ଟମୀରେ ସମସ୍ତ ବଂଧୁ ଏବଂ ପରିବାର ଜନଙ୍କୁ ଅଶେଷ ଶୁଭକାମନା।ବାଣୀପୁତ୍ର ଗଦାଧର ସିଂହ ସାମନ୍ତଙ୍କର ରଚିତ ଦିପଦ ମନେପଡିଗଲା,ଏହି ଅବସରରେ। “ଝୁଲି ଝୁଲି କିଏ ଆସୁଥାଏ ରେମୋର

Read More