Monday, April 29, 2024

Day: July 25, 2018

Uncategorized

ପଲ୍ଲୀଗୀତ 11————ଧଳା କୁରୁତିରେ ନାଲି ପାନଛିଟାଫଟା ରସିକ ନାଗର,ଖଜୁରି ଗଛର କି ଗୁଣ ଗାଇବିମୂଳରୁ ପାହାଚ ତାର। କାଖରେ ଅତର ପୋକଡା ଦାନ୍ତରେବାସନା ଖିଲି ପାନଟି,ଗନ୍ଧ କି

Read More
Uncategorized

ପଲ୍ଲୀଗୀତ 12————-ଏଣ୍ଡୁଅର ଗତି କଣ୍ଟାବାଡ କତି,ମାଧିଆ ନବମ ଯାଏ,ଅଳସୁଆ କଲା ବାରବାଟୀ ଚାଷ,ଫୁଟାଣି ସାମନ୍ତରାଏ। ପିନ୍ଧିଲା ଖଦଡ ହେଲା ଭଡ ଭଡଦେଲା ଖଣ୍ଡିଉଡା ବେଟା,କୁଜୀ ନେତା ସାଜି

Read More
Uncategorized

ପଲ୍ଲୀଗୀତ 13————ବେଳ ରତରତ ଉଡେ ନାଲି ନେତଦେଉଳ ବେଢାକୁ ଅନା,ଧଳା ମୁରଲୀକୁ ମୁହଁରେ ନଗେଇଉଣ୍ଡୁଚି ବୁରୁନ୍ଦା ନନା। ପଘାଛିଣ୍ଡା ସେତ ନିଘା ତାର ମିତମକଦମ ଘର ଝୁଅ,ହାଣ୍ଡି

Read More