Sunday, April 28, 2024

Day: January 30, 2020

Uncategorized

ଦେବଯାନୀଦ୍ୱାବିଂଶ କଳିକାରାଗ:– ନଟବାଣୀ ବା ବିଭାସ କେଦାର(‘ଉତ୍କଳ କମଳା ବିଳାସ ଦୀର୍ଘିକା’ ସ୍ୱରରେ)———————————————–ପ୍ରଶାନ୍ତ ଦିଶଇ ସିନା ପାରାବାର,ଉଦ୍ବେଳିତ ଥାଏ ଗରଭ ତାହାର।ଶୁକ୍ରାଚାର୍ଯ୍ୟଙ୍କର ମୁଖ ସେହିପରି,ପ୍ରଶାନ୍ତ;ଅନ୍ତରେ ଦୁଃଖ ଥିଲା

Read More
Uncategorized

ଦେବଯାନୀତ୍ରୟୋବିଂଶ କଳିକାରାଗ:–ଚିନ୍ତା ଭୈରବ(‘ଆହା ଧନୁର୍ଦ୍ଧର ବୀରବର’ ସ୍ୱରରେ)——————————————ମହା ଆନନ୍ଦ ରମଣୀ ମଣି,ଦେଖି ପିତାଙ୍କୁ ଜୀବିତ ପୁଣି,ହସର ମୁକୁତା ହୁଏ ଝିଲିମିଲି,ଯେହ୍ନେ ଆକାଶେ ତାରକା ଶ୍ରେଣୀ ସେ, ତରୁଣୀ।।

Read More
Uncategorized

ଦେବଯାନୀଚତୁର୍ବିଂଶ କଳିକାରାଗ:—ଚିନ୍ତା ଭୈରବ(ଆହା,ଧନୁର୍ଦ୍ଧର ବୀରବର ସ୍ୱରରେ)—————————————-ଦେବଯାନୀର ନୟନେ ନୀର,ଦେଖି କଚ ହୋଇଲେ ଅଧୀର,ବୋଇଲେ ‘ସୁଶୀଳେ !କିପାଁ ଅଶ୍ରୁଜଳେ,କର ପ୍ଳାବନ ହୃଦ-କେଦାର ଗୋ, ସୁଶୀଳେ।। ତୁମ୍ଭେ ଅଟ ମୋର

Read More
Uncategorized

ଦେବଯାନୀପଞ୍ଚବିଂଶ କଳିକାରାଗ:—ଆହାରୀ(କ୍ରମେ ମଧୁଶେଷ ହୁଅନ୍ତେ ପ୍ରବେଶ ହୋଇଲା ଗ୍ରୀଷମ ସମୟ ସ୍ୱରରେ ଗାଇବେ)——————————————————————–ଜାଣି କଚ ମନ,ଦୁଃଖରେ ମଗନହୋଇଲା ବାଳା ଦେବଯାନୀ,ଚକ୍ଷୁ ଭରି ନୀରେ, ଜନକ ଛାମୁରେଆକୁଳେ କାନ୍ଦେ

Read More
Uncategorized

ଦେବଯାନୀଷଡବିଂଶ କଳିକା————–ରାଗ:–ଚୋଖି—————–ମୃତ୍ୟୁ ସଞ୍ଜିବନୀ ମନ୍ତ୍ର   ହେଲା ଯହୁଁ ହସ୍ତଗତନମି ବୃହସ୍ପତି ସୁତ ଗୁରୁ ଚରଣେ,ତେଜିଲେ ଶୁକ୍ର-ଆଶ୍ରମ   ଚଳିଲେ ବିଜୁଳି ସମମିଳିଲେ ସ୍ୱର୍ଗଭୂବନ ଆନନ୍ଦ ମନେ,ପହଞ୍ଚିଲେ ଦେବ ସଭାରେ,ବନ୍ଦିଲେ

Read More
Uncategorized

ଦେବଯାନୀ(ସପ୍ତବିଂଶ କଳିକା)————ରାଗ:—ଚୋଖି ‘ଶର୍ମିଷ୍ଠା’ ରାଜକୁମାରୀ   ମଧୁଛନ୍ଦା ସୁକୁମାରୀସ୍ୱର୍ଗଗଙ୍ଗା ସମସରି କଳନାଦିନୀ,ଦେବଯାନୀ ଶୁକ୍ରବାଳୀ   ମର୍ତ୍ତ୍ୟର ଜାହ୍ନବୀ ଭଳିଏକ ବୃନ୍ତେ ବେନି କଳୀ ବେନି ସଜନୀ,କ୍ଷୀର ନୀର ସମାନ ବେନି,ଶର୍ମିଷ୍ଠା

Read More
Uncategorized

ଦେବଯାନୀଅଷ୍ଟବିଂଶ କଳିକାରାଗ:–ଚୋଖି———–ବସନ ରଖି କୂଳରେ  ଶର୍ମିଷ୍ଠା ସଖୀ ମେଳରେ,ଦେବଯାନୀ ସହିତରେ ସରସୀ ଜଳେତେଜି ବ୍ରୀଡା କୁତୁହଳେ ଖେଳନ୍ତି ନିର୍ମଳ ଜଳେନିର୍ଜନ ବନାନୀ କୋଳେ ଆନନ୍ଦଭୋଳେ,ପୁଷ୍କରିଣୀ ନଳିନୀ ପୂର୍ଣ୍ଣ,ବାଳାଙ୍କ

Read More
Uncategorized

ଦେବଯାନୀଉନତ୍ରିଂଶ କଳିକାରାଗ:–ଧନାଶ୍ରୀ(ବସି ବଶିଷ୍ଠ ,ଜାବାଳି,ବାମଦେବ କଶ୍ୟପ ସୁମନ୍ତ୍ର ଘେନି(ବୈଦେହୀଶ ବିଳାସ)ସ୍ୱରରେ ଗାଇବେ)———————————————————— ହସ୍ତିନା ଭୂପତି,ନୃପେନ୍ଦ୍ର ଯଯାତି ନହୁଷ * କୁଳନନ୍ଦନ,ବାହାରିଲେ ମୋଦେ କାନନ ବିନୋଦେ ହସ୍ତେ ଧରି

Read More
Uncategorized

ଦେବଯାନୀତ୍ରିଂଶତମ କଳିକାରାଗ:—ଧନାଶ୍ରୀ—————–ଅବଳା କ୍ରନ୍ଦନ ହସ୍ତିନା ରାଜନ ଶୁଣି ବିଚାରନ୍ତି ମନେ,ଏ ଘୋର ବିପିନେ କିଏ ସେ ବିଜନେ କାନ୍ଦଇ କେଉଁକାରଣେହେଦେବୀ ଅବା ମାନବୀ,ଅବା  ମାୟାବିନୀ କେ ଦାନବୀ

Read More
Uncategorized

ଦେବଯାନୀଏକତ୍ରିଂଶ କଳିକାରାଗ:—ଧନାଶ୍ରୀ——————–ଆରୋହି ସ୍ୟନ୍ଦନ ନହୁଷ ନନ୍ଦନ ବଢାଇ କର ସାଦରେ,ଦେବଯାନୀ ହସ୍ତ ଧରି ନରନାଥ ବସାଇଲେ ସମୀପରେ,ବୁଡିଗଲେ  ଲଜ୍ଜାରେ,ଦେବଯାନୀ ବ୍ରୀଡା-ସରୋବରେ ହେ।। ସଲ୍ଲଜ ନେତ୍ରରେ ରାଜାଙ୍କ ପୟରେ

Read More